ମକର ମଙ୍ଗଳ

ଉଇକିଅଭିଧାନ‌ରୁ

ମକର ମଙ୍ଗଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମକର ମଙ୍ଗୁଳି, ମକର ମଙ୍ଗୁଳି ଯୋଗ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ମନୁଷ୍ୟର ଜନ୍ମକାଳୀନ ଜ୍ୟୋତିଷୋକ୍ତ ଶୁଭ— ଯୋଗବିଶେଷ; ଜାତକରେ ମଙ୍ଗଳ ଗ୍ରହ ମକର ରାଶିରେ ରହିଥିଲେ ଏହି ଯୋଗ ହୁଏ —An auspicious conjuction of the planet Mars with the sign of Capricorn at one's birth.

[ଦ୍ରଷ୍ଟବ୍ୟ —ମନୁଷ୍ୟର ଜନ୍ମ ସମୟରେ ମଙ୍ଗଳ ଗ୍ରହ ମକର ରାଶିର ଗୃହରେ ଥିଲେ ବ୍ୟକ୍ତି ସୁଖୀ ଓ ଧନବାନ୍ ହୁଏ]