ମକୁନ୍ଦି ଉଖୁଡ଼ା ଖାଇଲାପରି ମୁହଁ କରିବା
ଦେଖଣା
ମକୁନ୍ଦି ଉଖୁଡ଼ା ଖାଇଲାପରି ମୁହଁ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମକୁନ୍ଦି ଉଖୁଡ଼ା ଖାଇଲାପରି ମୁହଁ କରିବା
|
ଦେଶଜ - କ୍ରି—(ବ୍ୟଙ୍ଗ୍ୟାର୍ଥ)
[ସମ୍ପାଦନା]- ୧. ମୁହଁ ସରସ କରିବା; ମୁଖରେ ଆନନ୍ଦର ଚିହ୍ନ ପ୍ରକାଶ କରିବା —୧. To show facial signs of pleasure.
- ୨. (ବ୍ୟଙ୍ଗ୍ୟ) ମୁହଁ ବିରସ କରିବା; ମୁଖରେ ଅସନ୍ତୋଷର ଚିହ୍ନ ପ୍ରକାଶ କରିବା — ୨. (irony) To show singns of discontent.