Jump to content

ମଖମଲି

ଉଇକିଅଭିଧାନ‌ରୁ

ମଖମଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ଏକ ଜାତୀୟ ଫୁଲ ଗଛ — A species of flower tree.

(ଦ୍ର—ଗୁରୁବାର ଦିନ ମକମଲି ଫୁଲ ଗଛ ମୂଳେ ଦୁଧ ଚାଉଳ ଦେଇ ପ୍ରଣାମ କରି ଏହାର ମୂଳ ଉତ୍ପାଟନ କରି ଆଣି ରଖିଥିବ ଏହି ମୂଳକୁ ବାଟି ପ୍ରସବବେଦନାର୍ତ୍ତା ସ୍ତ୍ରୀକୁ ପାନ କରାଇଲେ ସେ ସତ୍ୱର ପ୍ରସବ କରିବ ପ୍ରସବ କାଳରେ ମଧ୍ୟ ଏହି ଗଛର ମୂଳ ଆଣି ବାଟି ସ୍ତ୍ରୀକୁ ପାନ କରାଇଲେ ପ୍ରସବ ବେଦନା ଲୁପ୍ତ ହୁଏ ଦ୍ରବ୍ୟଗୁଣ କଳ୍ପଦ୍ରୁମ)



ମଖମଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଆ)[ସମ୍ପାଦନା]

ମଖମଲ ପରି କୋମଳ ଓ ଚିକ୍କଣ — Velvety; soft and glossy.