Jump to content

ଯଇଶୋଳ ମାଧିଆ

ଉଇକିଅଭିଧାନ‌ରୁ

ଯଇଶୋଳ ମାଧିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (କଟକ) ବିଶେଷ୍ୟ -

[ସମ୍ପାଦନା]

ରାଣ୍ଡିପୁଅ ଅନନ୍ତା ପରି ଯେଉଁ ପରିବାରବିହୀନ ବ୍ୟକ୍ତି ନିଷ୍କର୍ମା ଓ ଗୃହହୀନ ହୋଇ ଏଣେ ତେଣେ ବୁଲୁଥାଏ — A term applied to a homeless and wandering youth; a loafer.

[ଦ୍ରଷ୍ଟବ୍ୟ —ବୋଧ ହୁଏ କଟକ ଜିଲ୍ଲାର ଜଇଶୁଳ ନାମକ ଗ୍ରାମର ମାଧବ ବା ମାଧିଆ ନାମଧାରୀ ଜନୈକ ବ୍ୟକ୍ତିର ନାମରୁ ଏ ବ୍ୟବହାର ଚଳି ଅଛି ]