ଯତ୍ନେ କୃତେ ଯଦି ନ ସିଧ୍ୟତି କୋଽତ୍ର ଦୋଷଃ
ସଂସ୍କୃତ ପ୍ରବଚନ, ଶ୍ଳୋକାଂଶ—କୌଣସି କାର୍ଯ୍ୟ ପାଇଁ ଚେଷ୍ଟା କରି କୃତ କାର୍ଯ୍ୟ ନ ହେଲେ ଆପଣାକୁ ଦୋଷ ଲାଗେ ନାହିଁ —One is not to blame for failure if one has striven one's utmost for it.