ଯତ୍ର ସାୟଂ ପ୍ରତିଶ୍ରୟଃ
ବାଟରେ ଯାଉଁ ଯାଉଁ ଯେଉଁଠାରେ ସନ୍ଧ୍ୟା ହୁଏ ସେଠାରେ ବିଶ୍ରାମ କରିବା ରୀତ —(a proverb) The practice of halt ing the journey wherever evening overtakes a person.