ଯଥା କଥା
ଯଥା କଥା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଯଥକେତା, ଯଥା କେଥା—ଗ୍ରାମରୂପ)
ଦେଶଜ - କ୍ରି. ବିଣ—(ସଂସ୍କୃତ - ଯଥା କଥଂ)[ସମ୍ପାଦନା]
- ୧. ଯଥା କଥଞ୍ଚିତ୍ (ଦେଖ) - —J̄athā kathan̄chit (See)
- ୨. (ସଂସ୍କୃତ - ଯଥା କଥିତ) କହିବା ଅନୁସାରେ; କଥା ମୁତାବକ ୨. According to what was told.
[ଉ— ଯଥା କଥା କରି ତାକୁ ଜଣାଣ, ଲେଖିବା ତୁଳିକ କାଗଜ ଆଣ ଭଞ୍ଜ. ଲାବଣ୍ୟବତୀ]
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
ଯେତେ— ଦୂର ସମ୍ଭବ ତେତେ —As much as (Apte).