ରଇତ ଭାଗିଆ
ଖମାରୋଇ; ରଇତମାନଙ୍କ— ଠାରୁ ଖଜଣା ଅସୁଲ କରିବାକୁ ଓ ଜମିବାଡ଼ି ଦେଖା ଶୁଣା କରିବାକୁ ନିଯୁକ୍ତ ଭୃତ୍ୟ (ମହାରାଜ ବିକ୍ରମ— ଉତ୍କଳ ସାହିତ୍ୟ) —A servant who is engaged to supervise his master's agriculture and tenantry.