ରକ୍ତ ଭେରା
ରକ୍ତ ଭେରା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
[ରକ୍ତଘୋରା ବୁଲିବା—କ୍ରି]
ଅନୁବାଦ[ସମ୍ପାଦନା]
ରକ୍ତ ଭେରା
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. କୌଣସି ବ୍ୟକ୍ତିର ଚାରି ପାଖରେ ବାରମ୍ୱାର ଘୁରି ବୁଲିବା —୧. Going round and round a person.
- ୨. ମଣ୍ଡଳାକାରରେ ଘୁରିବା — ୨. Whirling in a circle.