ଲଇ
ଦେଖଣା
ଲଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲଇ
|
ଦେଶଜ - ବିଶେଷ୍ୟ - . (ସଂସ୍କୃତ - ଲତା; ପ୍ରା. ଲଇ)
[ସମ୍ପାଦନା]- ୧. ଲତା —୧. creeper.
- ୨. ଗଛରୁ ଛାଲରୁ ଓ ବେତରୁ ବାହାର କରାଯିବା ପତଳା ତନ୍ତୁ, ଯାହା ରଜ୍ଜୁ ରୂପେ ବ୍ୟବହୃତ ହୁଏ — ୨. Fibres taken from barks of plants or creepers and used as strings.
- ୩. କେତେ ଗଛର ଛାଇ ଓ ଓହଳ ଓ କିଆ ପଟ ପ୍ରଭୁତିକୁ ଛେଚଜି ତହିଁରେ ରଜ୍ଜୁ ରୂପେ ବ୍ୟବହାର ବା ଆକାର — ୩. The bark and aerial roots of some trees used as strings after they are beaten in to fibres.
[ଦ୍ରଷ୍ଟବ୍ୟ —ଯାଗରେ ଦ୍ୱିଜେ ନ ପାଇଲେ ସୋମ ଲଇ କୃଷ୍ଣସିଂହ ମହାଭାରତ ବନ]
[ଦ୍ରଷ୍ଟବ୍ୟ — ଏହାଦ୍ୱାରା ଛଣ ଓ ବତା ଆଦି ବନ୍ଧା ହୁଏ]
- ୪. (ସଂସ୍କୃତ - ଲେହ) ମାଲପୁଆଆଦି ତିଆରି ହେବାପାଇ ପ୍ରସ୍ତୁତ ପିଠୋଉ —୪. A paste made for preparing Mālapuā etc.