ଲଉଡଙ୍କିଆ ସାପ

ଉଇକିଅଭିଧାନ‌ରୁ

ଲଉଡଙ୍କିଆ ସାପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଲାଉଡଙ୍କ ପରି ଶାଗୁଆ ବର୍ଣ୍ଣ ଓ ଆକାର— ଯୁକ୍ତ ଏକ ପ୍ରକାର ସରୁସାପ —A kind of small green serpent; Cyclopis Vernalis.

[ଦ୍ରଷ୍ଟବ୍ୟ —ଏମାନଙ୍କର ଦେହ ଶାଗୁଆ; ଦେହରେ ୨୩: ଗୋଟି ଧଳା ଡୋରା ଦାଗଥାଏ ଏମାନଙ୍କ ମୁଣ୍ଡ ଓ ଲାଞ ଲମ୍ୱା; ଦେହ ଚେପ୍ଟା, ଲମ୍ୱରେ ୩ ଫୁଟରୁ କମ୍, ଲାଉଡଙ୍କପରି ଅଧ ଇଞ୍ଚି ବ୍ୟାସ ବିଶିଷ୍ଟ; ଏମାନେ ବିଷହୀନ ଓ ଗଛ ଓ ଲତା ଆଦିରେ ବିଚରଣ କରନ୍ତି]