ଲକୁଚକୁଚା
କେଉଟ ପରି ବର୍ତ୍ତୁଳ ସ୍ତନବିଶିଷ୍ଟା (ସ୍ତ୍ରୀ) (a lady) Having graceful btreasts.
[ଦ୍ରଷ୍ଟବ୍ୟ — ଆମ୍ଭେମାନେ ଘେରିଥିବୁଁ ପରିଚାରୀ ଜନ ଚାରି ଦିଗରେ ତୋହରି ଲକୁଚକୁଚା ରେ! —କବିସୂର୍ଯ୍ୟ ସଙ୍ଗୀତ]