ଲକ୍କି

ଉଇକିଅଭିଧାନ‌ରୁ

ଲକ୍କି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ଲଖିଁ, ଲଖୁ, ଲଖିମି—ଅନ୍ୟ ଆଦରାର୍ଥକ ରୂପ]

[ଲଖିଆ, ଲଖୁଆ—ଅନାଦରାର୍ଥକ ରୂପ]

ଦେଶଜ - ବି—(ସଂସ୍କୃତ - ଲକ୍ଷ୍ମୀ)[ସମ୍ପାଦନା]

୧. ସ୍ତ୍ରୀ ଲକ୍ଷ୍ମୀ (ଦେଖ) - ୧. Lakshmī (See).

[ଦ୍ରଷ୍ଟବ୍ୟ —ଲକ୍ଷ୍ମୀ ଶବ୍ଦ ସଙ୍ଗେ ଯୁକ୍ତ ଯୁକ୍ତ ହୋଇଥିବା ଶବ୍ଦମାନ ଉଚ୍ଚାରଣରେ ଲଖି ,ସଙ୍ଗେ ଯୁକ୍ତ ହୁଏ]

୨. ପୁଂ—ଲକ୍ଷ୍ମୀଧର ବା ଲକ୍ଷ୍ମଣ ନାମକ ବ୍ୟକ୍ତିର ଡ଼ାକ ନାମ (ଆଦରାର୍ଥକ) —୨. A name for calling Lakshmīdhara, Lakshmaṇa in endearment.

ସଂସ୍କୃତ - (ନଖ)[ସମ୍ପାଦନା]

ଘୋଡ଼ାର ଖୁରାରେ ବଢ଼ିବା ନଖର ସ୍ତର — ୩. The layers of nail in the hoof of a horse.