ଲକ୍ଷଣବନ୍ତ
ଲକ୍ଷଣବନ୍ତ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଲକ୍ଷଣବନ୍ତୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଲକ୍ଷଣ ବତ୍)[ସମ୍ପାଦନା]
ସୁଲକ୍ଷଣ; ସୁନ୍ଦର —Graceful; possessing good marks.
[ଉ— ଇନ୍ଦ୍ରପୁତ୍ର ଔରସରେ କିଛି ଦିନାନ୍ତରେ, ହେଲା ଉପପତ୍ନୀ ଗର୍ଭୁ ପୁତ୍ର ଏକ ଜାତ, ସୁନ୍ଦର ଲକ୍ଷଣବନ୍ତ ଚିନ୍ତାମଣି ବିକ୍ରାମାଦିତ୍ୟ]