ଲକ୍ଷ୍ମୀ କାନ୍ତ
ଦେଖଣା
ଲକ୍ଷ୍ମୀ କାନ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲକ୍ଷ୍ମୀ କାନ୍ତ
|
(ଲକ୍ଷ୍ମୀନାଥ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ପୁଂ—(ଲକ୍ଷ୍ମୀ+କାନ୍ତ; ୬ଷ୍ଠୀ ତତ୍)
[ସମ୍ପାଦନା]- ୧. ନାରାୟଣ; ବିଷ୍ଣୁ —୧. God Bishṇu
- ୨. ରାଜା — ୨. King.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ — A name given to males.