ଲକ୍ଷ୍ମୀ ବିଳାସ
ସଂସ୍କୃତ - ବିଶେଷ୍ୟ - (ଲକ୍ଷ୍ମୀ+ବିଳାସ)[ସମ୍ପାଦନା]
- ୧. (ବୈଦ୍ୟକ) କବିରାଜି ତୈଳ ବିଶେଷ —୧. Name of medi—cated oil.
- ୨. ଜ୍ୱରଘ୍ନ ବଟିକା ବିଶେଷ —୨. Nam of a febrifuge pill.
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]
ଗୋଡ଼ିବାଣ (ପୁଂଲ ଓ ଗଛ) —A kind of flower and tree.