ଲକ୍ଷ୍ୟ

ଉଇକିଅଭିଧାନ‌ରୁ

ଲକ୍ଷ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଣ—(ଲକ୍ଷ୍ ଧାତୁ=ଦଶନ କରିବା ଇତ୍ୟାଦି+କର୍ମ. ଯ)[ସମ୍ପାଦନା]

୧. ଦର୍ଶନ ଯୋଗ୍ୟ — ୧. Visible; observable.
୨. ଅନୁଭବଯୋଗ୍ —୨. Perceptible.
୩. ତୁଳନୀୟ —୩. Comparabel.
୪. କଳ୍ପନୀୟ; ବୋଧ୍ୟ —୪. Knowable; inferable.
୫. ଲକ୍ଷଣାଦ୍ୱାରା ଜ୍ଞେୟ (ଅର୍ଥ) —୫. (meaning) Knowable by metaphor.
୬. ଅନୁସନ୍ଧେୟ —୬. Traceable (Apte).
୭. ଉଦ୍ଦେଶ୍ୟ —୭. To be aimed at (Apte).
୮. ଅଭିଧେୟ — ୮. To be defined (Apte).
୯. ଜ୍ଞେୟ —୯. To be known of found out (Apte).
୧. ଅଭିଳଷଣୀୟ; ବାଞ୍ଚନୀୟ —୧୦. Desirable.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଶରବ୍ୟ; ବାଣ ଆଦି ଯେଉଁ ବସ୍ତୁକୁ ଲକ୍ଷ କରି ଭେଦ କରାଯାଏ — ୧. Butt; aim; target.
୨. ଛଳ; ଚାତୁରୀ — ୨. Fraud; deceit; pretence; sham (Apte)
୩. ଚିହ୍ନ; ଲକ୍ଷଣ —୩. Discriminating mark; distinctive mark.
୪. ଆଦର୍ଶ —୪. Model
୫. ଉଦ୍ଦେଶ୍ୟ —୫. Aim; object.
୬. କୌଣସି କାର୍ଯ୍ୟ କରିବା ନିମନ୍ତେ ଅନୁଧାବିତ ଶେଷ ସୀମା —୬. Goal
୭. ଲକ୍ଷ ବା ଶତ ସହସ୍ର ସଂଖ୍ୟା —୭. A hundred thousand.
୮. ଲକ୍ଷଣାର୍ଥ —୮. Figurative meaning. (Apte)

[ଦ୍ରଷ୍ଟବ୍ୟ —ଶବ୍ଦର ଅର୍ଥ ୩ ଶ୍ରେଣୀର ବିଭକ୍ତ,୧ ବାଚ୍ୟ; ୨ ଲକ୍ଷ୍ୟ, ଓ୩ ବ୍ୟଙ୍ଗ୍ୟ]

ଦେଶଜ - ବିଶେଷଣ -[ସମ୍ପାଦନା]

ସମାନ —Equal; equivalent

[ଉ— ବାର ମଧ୍ୟେ ପୁର ସୁର ଶିଳ୍ପୀ ଯେ—ବାଚସ୍ପତି ଲକ୍ଷ କରି କଳ୍ପି ଯେ —ଭଞ୍ଜ ବୈଦେହୀଶବିଳାସ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଅନୁମାନ —Inference; deduction.

[ଉ— ଏମନ୍ତ ଏ ଲକ୍ଷ୍ୟ, ବକ୍ଷଗତ ଶଶ ସ୍ୱଚ୍ଛ ପ୍ରତ୍ୟେକ୍ଷ—ଭଞ୍ଜ ବୈଦେହୀଶ— ବିଳାସ]