ଲକ୍ଷ୍ୟ
ଦେଖଣା
ଲକ୍ଷ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ଲକ୍ଷ୍ ଧାତୁ=ଦଶନ କରିବା ଇତ୍ୟାଦି+କର୍ମ. ଯ)
[ସମ୍ପାଦନା]- ୧. ଦର୍ଶନ ଯୋଗ୍ୟ — ୧. Visible; observable.
- ୨. ଅନୁଭବଯୋଗ୍ —୨. Perceptible.
- ୩. ତୁଳନୀୟ —୩. Comparabel.
- ୪. କଳ୍ପନୀୟ; ବୋଧ୍ୟ —୪. Knowable; inferable.
- ୫. ଲକ୍ଷଣାଦ୍ୱାରା ଜ୍ଞେୟ (ଅର୍ଥ) —୫. (meaning) Knowable by metaphor.
- ୬. ଅନୁସନ୍ଧେୟ —୬. Traceable (Apte).
- ୭. ଉଦ୍ଦେଶ୍ୟ —୭. To be aimed at (Apte).
- ୮. ଅଭିଧେୟ — ୮. To be defined (Apte).
- ୯. ଜ୍ଞେୟ —୯. To be known of found out (Apte).
- ୧. ଅଭିଳଷଣୀୟ; ବାଞ୍ଚନୀୟ —୧୦. Desirable.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶରବ୍ୟ; ବାଣ ଆଦି ଯେଉଁ ବସ୍ତୁକୁ ଲକ୍ଷ କରି ଭେଦ କରାଯାଏ — ୧. Butt; aim; target.
- ୨. ଛଳ; ଚାତୁରୀ — ୨. Fraud; deceit; pretence; sham (Apte)
- ୩. ଚିହ୍ନ; ଲକ୍ଷଣ —୩. Discriminating mark; distinctive mark.
- ୪. ଆଦର୍ଶ —୪. Model
- ୫. ଉଦ୍ଦେଶ୍ୟ —୫. Aim; object.
- ୬. କୌଣସି କାର୍ଯ୍ୟ କରିବା ନିମନ୍ତେ ଅନୁଧାବିତ ଶେଷ ସୀମା —୬. Goal
- ୭. ଲକ୍ଷ ବା ଶତ ସହସ୍ର ସଂଖ୍ୟା —୭. A hundred thousand.
- ୮. ଲକ୍ଷଣାର୍ଥ —୮. Figurative meaning. (Apte)
[ଦ୍ରଷ୍ଟବ୍ୟ —ଶବ୍ଦର ଅର୍ଥ ୩ ଶ୍ରେଣୀର ବିଭକ୍ତ,୧ ବାଚ୍ୟ; ୨ ଲକ୍ଷ୍ୟ, ଓ୩ ବ୍ୟଙ୍ଗ୍ୟ]
ଦେଶଜ - ବିଶେଷଣ -
[ସମ୍ପାଦନା]ସମାନ —Equal; equivalent
[ଉ— ବାର ମଧ୍ୟେ ପୁର ସୁର ଶିଳ୍ପୀ ଯେ—ବାଚସ୍ପତି ଲକ୍ଷ କରି କଳ୍ପି ଯେ —ଭଞ୍ଜ ବୈଦେହୀଶବିଳାସ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅନୁମାନ —Inference; deduction.
[ଉ— ଏମନ୍ତ ଏ ଲକ୍ଷ୍ୟ, ବକ୍ଷଗତ ଶଶ ସ୍ୱଚ୍ଛ ପ୍ରତ୍ୟେକ୍ଷ—ଭଞ୍ଜ ବୈଦେହୀଶ— ବିଳାସ]