ଲକ୍ଷ୍ୟ ବେଧନ

ଉଇକିଅଭିଧାନ‌ରୁ

ଲକ୍ଷ୍ୟ ବେଧନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଲକ୍ଷ୍ୟ ବେଧ ଲକ୍ଷ୍ୟ ଭେଦ ଲକ୍ଷ୍ୟ ଭେଦନ —ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -(ଲକ୍ଷ+ବେଧନ)[ସମ୍ପାଦନା]

ଲାଖବିନ୍ଧା; ଶର ଆଦିଦ୍ୱାରା ଲକ୍ଷର ଆଘାତ କରଣ — The Striking at a target.