ଲଖି
ଦେଖଣା
ଲଖି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଖି
|
[ଲଖିଁ, ଲଖୁ, ଲଖିମି—ଅନ୍ୟ ଆଦରାର୍ଥକ ରୂପ]
[ଲଖିଆ, ଲଖୁଆ—ଅନାଦରାର୍ଥକ ରୂପ]
ଦେଶଜ - ବି—(ସଂସ୍କୃତ - ଲକ୍ଷ୍ମୀ)
[ସମ୍ପାଦନା]- ୧. ସ୍ତ୍ରୀ ଲକ୍ଷ୍ମୀ (ଦେଖ) - ୧. Lakshmī (See).
[ଦ୍ରଷ୍ଟବ୍ୟ —ଲକ୍ଷ୍ମୀ ଶବ୍ଦ ସଙ୍ଗେ ଯୁକ୍ତ ଯୁକ୍ତ ହୋଇଥିବା ଶବ୍ଦମାନ ଉଚ୍ଚାରଣରେ ଲଖି ,ସଙ୍ଗେ ଯୁକ୍ତ ହୁଏ]
- ୨. ପୁଂ—ଲକ୍ଷ୍ମୀଧର ବା ଲକ୍ଷ୍ମଣ ନାମକ ବ୍ୟକ୍ତିର ଡ଼ାକ ନାମ (ଆଦରାର୍ଥକ) —୨. A name for calling Lakshmīdhara, Lakshmaṇa in endearment.
ସଂସ୍କୃତ - (ନଖ)
[ସମ୍ପାଦନା]ଘୋଡ଼ାର ଖୁରାରେ ବଢ଼ିବା ନଖର ସ୍ତର — ୩. The layers of nail in the hoof of a horse.