ଲଖିବା

ଉଇକିଅଭିଧାନ‌ରୁ

ଲଖିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଲକ୍ଷ୍ ଧାତୁ)[ସମ୍ପାଦନା]

୧. ଲକ୍ଷ କରିବା — ୧. To aim at.
୨. ଦୃଷ୍ଟି କରିବା — ୨. To see; to observe.
୩. ତୁଳନା କରିବା — ୩. To compare.