ଶଉପ
ଦେଖଣା
ଶଉପ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଉପ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଶତପୁଷ୍ପ) ପାନମହୁରୀ ଜାତୀୟ କୃଷିଜାତ ଶାକ ବିଶେଷ ଓ ତହିଁର ବୀଜ —୧. Dill seed; Peucedanum Gravelens; Anethum Sowa (Kirtikar).
[ଦ୍ରଷ୍ଟବ୍ୟ —ଏହାର ପତ୍ର ବହୁଚ୍ଛିନ୍ନ, ଫଲ
ଅନୁବାଦ
[ସମ୍ପାଦନା]ଶଉପ
ମାଧବୀ, ଶତପୁଷ୍ପା, ମିଶ୍ରେୟା * ବଙ୍ଗାଳୀ: গুলফা, সবা, শলপ
ମ. ଶୋଫ, ଶେପ୍ପ ବାଲଂତଶୋଷ ଗୁ. ଶୁବାନୀଭଜୀ ଶୁକାଦାନା ତେଲୁଗୁ - ପେଦ୍ଦସଦାପଚେଟ୍ଟୁ, ସଦାପା ଫାରାସୀ - ଶୁତ; ତୁଖ୍ ମେଶୁତ୍ ଆରବୀ - ଶୀଦ୍ଦତ; ଶୀଦ୍ଦତ ବତଲୁର |
ଜୀରା ପରି; କିନ୍ତୁ ଚେପା ଓ ମସୃଣ ବ୍ୟଞ୍ଜନ ଓ ବଡ଼ିର ମସଲାରୂପେ ଓ ଔଷଧରେ ଏହା ବ୍ୟବହୃତ ହୁଏ ଏହି ଜାତୀୟ ଏକପ୍ରକାର ବନ ଶାକକୁ ବଣ ଶଉପ ବା ସାବିତ୍ରୀ କହନ୍ତି ତହିଁର ଫଳ ଶଉପଠାରୁ ଛୋଟ; କିନ୍ତୁ ଗଛ ଶଉପ ଗଛ ପରି Fumaria Parviflova.
[ଏହାର ଅନ୍ୟ ଓ ଏକ ଜାତି ପାରସ୍ୟ ଦେଶରେ ଜନ୍ମେ ଫା, ଶାହତାରା, ହି ପିତପାପଡ଼ା — Fumaria Offcinalis; Fumatory].
- ୨. (ସଂସ୍କୃତ - ଶପ୍ତ) ଶପ; ସଉପ (ଦେଖ) - —Saupa (See)