ଶକୁନ ବିଦ୍ୟା

ଉଇକିଅଭିଧାନ‌ରୁ

ଶକୁନ ବିଦ୍ୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶକୁନ ଶାସ୍ତ୍ର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଶକୁନ ବା ପୂର୍ବ ଲକ୍ଷଣମାନ ଦେଖି ଭବିଷ୍ୟତ୍ କଥା ଜାଣିବାର ଶାସ୍ତ୍ର —The art or knowledge of omens or augury.