ଝସାଇବା
ବଳପ୍ରୟୋଗ କରିବା — To use force.
[ଦ୍ରଷ୍ଟବ୍ୟ —କେବଳ ଝସାଇ ପଶିବା ଓ ଝସାଇ ଆସିବା ଶବ୍ଦରେ ଏ କ୍ରିୟାର ଅସମାପିକାରୂପେ ବ୍ୟବହାର ଦେଖାଯାଏ]