ଶକ୍ତି ଭେଦ

ଉଇକିଅଭିଧାନ‌ରୁ

ଶକ୍ତି ଭେଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବି—(୩ୟା ତତ୍)

ବିପକ୍ଷ ଯୋଦ୍ଧାଦ୍ୱାରା ପ୍ରେରିତ ଶକ୍ତି ନାମକ ଅସ୍ତ୍ର ବିପକ୍ଷର ଶରୀରରେ ବିଦ୍ଧ ହେବା — The piercing of the Ṡakti weapon into the body of a person against whom it is thrown.

[ଦ୍ରଷ୍ଟବ୍ୟ —ରାବଣପୁତ୍ର ଇନ୍ଦ୍ରଜିତ ଲକ୍ଷ୍ମଣଙ୍କ ପ୍ରତି ଏହି ଶକ୍ତି ଅସ୍ତ୍ର ପ୍ରୟୋଗ କରିଥିଲା ଶକ୍ତିଭେଦ ଫଳରେ ଲକ୍ଷ୍ମଣ ମୂର୍ଚ୍ଛିତ ଏବଂ ମୃତପ୍ରାୟ ହୋଇଥିଲେ ହନୁମାନ୍ ରାତିକ ଭିତରେ ଗନ୍ଧମାଦନ ପର୍ବତକୁ ଲଙ୍କାକୁ ବହି ଆଣିବାରୁ ତହିରେ ଥିବା ଅମର ମହୌଷଧି ଲକ୍ଷ୍ମଣଙ୍କଠାରେ ପ୍ରୟୋଗ କରାଗଲା ଏବଂ ତହିଁ ବଳରେ ସେ ବଞ୍ଚିଲେ ଏହି ଘଟନାକୁ ଲକ୍ଷ୍ମଣଙ୍କ ଶକ୍ତିଭେଦ ବୋଲାଯାଏ]