Jump to content

ଶକ୍ରଶିରଃ

ଉଇକିଅଭିଧାନ‌ରୁ

ଶକ୍ରଶିରଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବଲ୍ମୀକ; ଉଇହୁଙ୍କା —Anthill.

[ଦ୍ରଷ୍ଟବ୍ୟ — ତୁଳନା କର ମେଘଦୂତର ଶ୍ଳୋକ, ବଲ୍ମୀକାଗ୍ରାତ୍ ପ୍ରଭାବତି ଧନୁଃ ଖଣ୍ଡମାଖଣ୍ଡଳସ୍ୟ=ଇନ୍ଦ୍ରଧନୁ ହୁଙ୍କା ଅଗରୁ ବାହାରୁଅଛି]