ଶଗଡ଼ ଢିପିଢିପେଇବା
ଦେଖଣା
ଶଗଡ଼ ଢିପିଢିପେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶଗଡ଼ ଢିପିଢିପେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଗାଡ଼ିର ଦଣ୍ଡାର ପଛମୁଣ୍ଡରେ ଉପର୍ଯ୍ୟୁପରି ଭାର ପ୍ରୟୋଗ ଓ ଭାରକୁ ଉଠାଇ ନେବାଦ୍ୱାରା ଶଗଡ଼ର ଏ ମୁଣ୍ଡ ସେ ମୁଣ୍ଡ ଅଖ ଉପରେ ଉଠୁଥିବା ଓ ପଡ଼ୁଥିବା — The state of a cart moving like a see- saw by alternately applying load and lessening it on the back end.