ଷଡ ଅଇରି
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍+ଅରି)
ଷଡ୍ରିପୁ —Six passions.
[ଉ—ଷଡ ଅଇରି ନ ଜିଣଇ, ସଙ୍ଗରୁ ବିମୁକ୍ତ ନୁହଇ ଜଗନ୍ନାଥ— ଭାଗବତ]