ଷଡ଼ଭିଜ୍ଞ

ଉଇକିଅଭିଧାନ‌ରୁ

ଷଡ଼ଭିଜ୍ଞ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଷଡଭିଜ୍ଞତା—ବିଶେଷ୍ୟ)

(ଷଡଭିଜ୍ଞା—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଷଟ୍=ଛଅଟି ବିଷୟରେ+ଅଭିଜ୍ଞ ୭ମୀ ତତ୍)

୧. ଛଅଟି ବିଦ୍ୟାରେ ପାରଦର୍ଶୀ (ବ୍ୟକ୍ତି) — ୧. (a person) Versed in the six sciences or superhuman powers.

[ଦ୍ରଷ୍ଟବ୍ୟ —ଯଥା—ଆତ୍ମଜ୍ଞାନ (ଆପଣାର ସମ୍ୱନ୍ଧେ ପ୍ରକୃତ ଜ୍ଞାନ ବା ଆଧ୍ୟାତ୍ମିକ ଜ୍ଞାନ) —Self-knowledge; spiritual knowledge.ଜାତିସ୍ମରତା (ନିଜର ପୂର୍ବଜନ୍ମ ସମ୍ୱନ୍ଧେ ସ୍ମାରଣାର୍ଥକ ଜ୍ଞାନ) —Knowledge or power of remembering one's past birth.ପରଚିତ୍ତ ଜ୍ଞାନ (ପରର ମନର ଭାବ ଜାଣିବା) — Divining into the minds of others.ଦିବ୍ୟ ଦୃଷ୍ଟି — Spiritual or astral vision.ଦିବ୍ୟ ଶ୍ରୋତ୍ର — Hearing of inaudible things.ବିୟଦ୍ଗତି (ଆକାଶଗତି) —Aerial movement.]

୨. ଧର୍ମ, ଅର୍ଥ, କାମ, ମୋକ୍ଷ, ଲୋକାର୍ଥ ଓ ତତ୍ତ୍ୱାର୍ଥ ଏହି ଛଅଟି ବିଷୟରେ ଅଭିଜ୍ଞ —୨. Versed in the six branches of knowledge desirable in this world.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବୁଦ୍ଧଦେବ —The Buddha.

[ଦ୍ରଷ୍ଟବ୍ୟ —ଧର୍ମ, ଅର୍ଥ, କାମ, ମୋକ୍ଷ, ଲୋକାର୍ଥ ଓ ତତ୍ତ୍ୱାର୍ଥ, ଓ ଛଅଟି ବିଷୟରେ ତାଙ୍କର ଅଭିଜ୍ଞତା ଥିବାରୁ ତାଙ୍କର ଏ ନାମ—ବିଶ୍ୱକୋଷ]