ସଂକୁଚିବା
ଦେଖଣା
ସଂକୁଚିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂକୁଚିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ସଂକୁଚିତ)
[ସମ୍ପାଦନା]- ୧. ସଂକୁଚିତ ହେବା — ୧. To be contracted.
- ୧. ଲଜ୍ଜାରେ ଜଡ଼ ହେବା —୨. To be overtaken with modesty or bashfulness.
[ଉ— ଶ୍ରୀମତୀ ସଂକୁଚିଲେ ଲଜ୍ଜାଭର—କବିସୂର୍ଯ୍ୟ. ସଙ୍ଗୀତ]