ସଂକ୍ରମିବା

ଉଇକିଅଭିଧାନ‌ରୁ

ସଂକ୍ରମିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ପଦ୍ୟ)[ସମ୍ପାଦନା]

ବ୍ୟାପ୍ତହେବା; ବ୍ୟାପିବା — To spread; to pervade.

(ଉ—ରହିବ ସଂକ୍ରମି ଏ ଧରାପୁରୀ ମଧୂସୂଦନ କବିତାବଳି)