Jump to content

ସଂଖ୍ୟାବିଦ୍

ଉଇକିଅଭିଧାନ‌ରୁ

ସଂଖ୍ୟାବିଦ୍

ଉଚ୍ଚାରଣ

[ସମ୍ପାଦନା]

[ସଂଖ୍ୟାବିଦ—ଦେଶଜରୂପ]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ସଂଖ୍ୟା+ବିଦ୍ ଧାତୁ=ଜାଣିବା+କର୍ତ୍ତୃ କ୍ୱିପ୍; ସଂଖ୍ୟାବିଦ୍ ଶବ୍ଦ ୧ମା ୧ବ)

[ସମ୍ପାଦନା]
୧. ଅଙ୍କ ବିଦ୍ୟାରେ ପାରଙ୍ଗମ ବ୍ୟକ୍ତି —୧. Arithmetician; mathematician.
୨. ପଣ୍ଡିତ —୨. Learned man.