ସଂଗୋପକ

ଉଇକିଅଭିଧାନ‌ରୁ

ସଂଗୋପକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଙ୍ଗୋପକ—ଅନ୍ୟରୂପ)

(ସଂଗୋପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+କୁପ୍ ଧାତୁ+କର୍ତ୍ତୃ. ଅକ)[ସମ୍ପାଦନା]

୧. ସଂଗୋପନକାରୀ —୧. Concealing; hiding.
୨. ରକ୍ଷାକାରୀ — ୨. Guarding; protecting.