ସଂଗ୍ରହାଧ୍ୟାୟ
ଗ୍ରନ୍ଥର କେଉଁ କେଉଁ ଅଧ୍ୟାୟରେ କି କି ବିଷୟ ଓ କେତେ ଶ୍ଳୋକ ଅଛି, ଗ୍ରନ୍ଥ ମୂଳରେ ଯେଉଁ ଅଧ୍ୟାୟରେ ଏହା ଏକତ୍ର ସୂଚିତ ହୋଇଥାଏ — The index chapter of a book; the chapter of a book dealing with the contents of the successive chapters.