Jump to content

ସଂଘଟିତ

ଉଇକିଅଭିଧାନ‌ରୁ

ସଂଘଟିତ

ଉଚ୍ଚାରଣ

[ସମ୍ପାଦନା]

[ସଙ୍ (ଙ୍ ଘ)ଟିତ—ଅନ୍ୟରୂପ]

  • (file)

ସଂସ୍କୃତ - ବିଣ—(ସମ+ଘଟଧାତୁ+କର୍ମ. ତ)

[ସମ୍ପାଦନା]
୧. ସଂଯୋଜିତ — ୧. Joined together; united; connected.
୨. ନିର୍ମିତ —୨. Built.
୩. ଘଟିଥିବା —୩. Happened; taken place.