ହାତ ମାରିବା

ଉଇକିଅଭିଧାନ‌ରୁ

ହାତ ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. କୌଣସି ପଦାର୍ଥକୁ ଛୁଇଁ ଦେବା ବା ତା ଉପରେ ଥିରି କରି ହାତ ଚଳାଇବା; ୨ କୌଣସି ପଦାର୍ଥକୁ କୌଶଳରେ ଘେନି ଆସିବା ବା କରାୟତ୍ତ କରିବା;
୩. ଢିଙ୍କିଉରାଣ୍ଡିରେ ଥିବା ଧାନ ଚାଉଳ ଆଦି କୁଟାଯିବା ବେଳେ ତାକୁ ଢ଼ିଙ୍କିର ମୂଷଳ ମୂହଣକୁ ପେଲି ଦେବା;୪ ଅଣ୍ଡାଳିବା;୫ (ଅଶ୍ଳୀନାର୍ଥକ) ପରସ୍ତ୍ରୀ ରମଣ କରିବା; ଅବୈଧ ପ୍ରଣୟ କରିବା