ହାବୁକା ମାରିବା

ଉଇକିଅଭିଧାନ‌ରୁ

ହାବୁକା ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଦୁଇ ହାତରେ ପାଣିକୁ ଆଘାତ କରି ଲହଡ଼ା ଉଠାଇବା୨ ବୁଢ଼ା ଆଙ୍ଗୁଠି ଓ ବିଶି ଆଙ୍ଗୁଠିକୁ ମେଲା କରି, ଅର୍ଦ୍ଧ ଚନ୍ଦ୍ରାକୃତି କରତଳଦ୍ୱାରା କୌଣସି ବ୍ୟକ୍ତିର ବେକରେ ଠେଲା ଦେବା