କ୍ଷତ୍ତା
କ୍ଷତ୍ତା —
ଉଚ୍ଚାରଣ: Kshattā
(କ୍ଷତ୍ତ୍ରୀ—ସ୍ତ୍ରୀ)
ସଂ. ବି. ପୁଂ(କ୍ଷଦ ଧାତୁ+କର୍ତ୍ତୃ. ତୃ,୧: ମା.୧: ବ) —
୧: ଯେଉଁ କାରିଗର କୌଣସି ବସ୍ତୁକୁ କାଟେ ବା ଖୋଦେଇ କାମ କରେ — ୧. A carver; a cutter.
୨: କ୍ଷତ୍ରିୟା ବା ବୈଶ୍ୟା ଦର୍ଭରେ ଶୂଦ୍ରର ଔରସ ସନ୍ତାନ; ଉଗ୍ର କ୍ଷତ୍ରିୟ — ୨. Child born of a Kshatriya or B&aline;i̱ṡya woman by a Sūdra man.
୩: ସାରଥି —୩. Charioteer; coachman.
୪: ଦ୍ବାରପାଳ —୪. Door keeper; porter.
୫: ବିଧାତା —୫. Creator.
୬: ଯେ ରଥରେ ଥାଇ ଯୁଦ୍ଧ କରେ — ୬. A warrior who fights while in the chariot.
୭: ଦାସୀପୂତ୍ର —୭. Son of a concubine; son of a female slave.
୮: କୋଷାଧ୍ୟକ୍ଷ —୮. Treasurer.
୯: ମତ୍ସ୍ୟ — Fish.
୧: ବିଦୂର; ପଣ୍ଡୂଙ୍କ ସାନ ଭାବତ ଭାଇ — ୧୦. A name of Bidura,the younger step brother of Paṅḋu.
[ଦ୍ର —ଏ ବ୍ୟାସଙ୍କ ଦାସୀ ଆଡ଼ର ପୁତ୍ର ଥିଲା)