କ୍ଷପଣକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷପଣକ
ଉଚ୍ଚାରଣ: Kshapaṇaka
(କ୍ଷପଣକା—ସ୍ତ୍ରୀ)

ସଂ. ବି. ପୁଂ(କ୍ଷପ ଧାତୁ= ଉପବାସ କରିବା +ଅନ+କ) —

୧: ଜୈନ ବା ବୌଦ୍ଧ ତପସ୍ବୀ; ବୌଦ୍ଧଭିକ୍ଷୁ — ୧. A Buddhist or J&aline;i̱na mendicant. [ଦ୍ର—କ୍ଷପଣକମାନେ ନଗ୍ନ ରହୁଥିଲେ]

୨: ନିର୍ଲଜ୍ଜ ବ୍ୟକ୍ତି —୨. Shameless man.

୩: ବିକ୍ରମାଦିତ୍ୟଙ୍କ ସଭାପଣ୍ଡିତ(ନବରତ୍ନ)ଙ୍କ ମଧ୍ୟରେ ଦ୍ବିତୀୟ —୩. Name of the second of the nine gems (sabhā-paṇḍits) of the court of Rāj̄ā Bikramāditya [ଦ୍ର—କାଳିଦାସ ଏହାଙ୍କର ସମସାମୟିକ ଓ ନବରତ୍ନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ସଂଭବତ ଏ ସିଦ୍ଧସେନ ନାମକ ବୌଦ୍ଧ ଜ୍ଯୋତିଷୀ ଥିଲେM. W]