ଜ୍ଞପିତ

ଉଇକିଅଭିଧାନ‌ରୁ

ଜ୍ଞପିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜ୍ଞା ଧାତୁ=ଜାଣିବା; ଣିଚ (ଇ)=ଜ୍ଞାପ୍ ଧାତୁ+ କର୍ମ. ତ)[ସମ୍ପାଦନା]

୧. ବିଜ୍ଞାପିତ; ଜଣାଇ ଦିଆ ଯାଇଥିବା (ବିଷୟ) —୧. Notified; intimated
୨. ପ୍ରକାଶିତ —୨. Revealed; published.
୩. ଶାଣିତ —୩. Sharpened; whetted.
୪. ପ୍ରକଟିତ; ଦୃଷ୍ଟ; ଦୃଷ୍ଟିକୁ ଆନୀତ —୪. Discovered; brought into view; seen.
୫. ଶିକ୍ଷା ଦିଆ ଯାଇଥିବା — ୫. Taught; expounded.
୬. ଯାହାକୁ ଯଣାଇ ଦିଆ ଯାଇଥାଏ — ୬. (a person) who has been informed.