ଜ୍ଞପିତ
ଦେଖଣା
ଜ୍ଞପିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଜ୍ଞା ଧାତୁ=ଜାଣିବା; ଣିଚ (ଇ)=ଜ୍ଞାପ୍ ଧାତୁ+ କର୍ମ. ତ)
[ସମ୍ପାଦନା]- ୧. ବିଜ୍ଞାପିତ; ଜଣାଇ ଦିଆ ଯାଇଥିବା (ବିଷୟ) —୧. Notified; intimated
- ୨. ପ୍ରକାଶିତ —୨. Revealed; published.
- ୩. ଶାଣିତ —୩. Sharpened; whetted.
- ୪. ପ୍ରକଟିତ; ଦୃଷ୍ଟ; ଦୃଷ୍ଟିକୁ ଆନୀତ —୪. Discovered; brought into view; seen.
- ୫. ଶିକ୍ଷା ଦିଆ ଯାଇଥିବା — ୫. Taught; expounded.
- ୬. ଯାହାକୁ ଯଣାଇ ଦିଆ ଯାଇଥାଏ — ୬. (a person) who has been informed.