ଜ୍ଞାନ ବୁଡ଼ାଇବା

ଉଇକିଅଭିଧାନ‌ରୁ

ଜ୍ଞାନ ବୁଡ଼ାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ବିବେକ ବା ଧୈର୍ଯ୍ୟକୁ ଲୋପ କରିବା —୧. To cause one to lose patience or balance of mind.
୨. ବିମୁଗ୍ଧ କରିବା —୨. To captivate.

ଡୋଳା ଜ୍ଞାନ ବୁଡ଼ାଇବା, ଶିଳୀମୂଖ ଚଳିବା ଶୋଭାକୁ ଛଡ଼ାଇବ ଉପେନ୍ଦ୍ରଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ