ଜ୍ଞାନ ବୁଡ଼ିବା

ଉଇକିଅଭିଧାନ‌ରୁ

ଜ୍ଞାନ ବୁଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜ୍ଞାନ ବୁଡ଼ିଯିବା—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଅଜ୍ଞାନ ହେବା; ଚେତା ବୁଡ଼ିବା — ୧. Becoming sensless.
୨. ବୁଦ୍ଧି ହଜି ଯିବା — ୨. Losing balance of mind or mental equilibrium.