କଣ୍ଠ
ଦେଖଣା
କଣ୍ଠ —
ଉଚ୍ଚାରଣ: Kaṇṭha
ସଂ. ବି. (କଣ୍ ଧାତୁ=ଶବ୍ଦ କରିବା+କର୍ତ୍ତ. ଠ) —
୧: ଗଳଦେଶ; ଗଳା —୧. Neck; throat.
ନୀଳବାଣ ଅଧ୍ୟାନ କରସି କଣ୍ଠତଟେ—ସାରଳା ମହାଭାରତ
୨: କଣ୍ଠଧ୍ଵନି; ଗଳାର ସ୍ବର —୨. Tone; voice.
୩: ନିକଟ —୩. Proximity; nearness.
୪: ଅଧିକ ବୟସ୍କ ଶୁଆର ଗଳାର ଚାରିପାଖେ ବୁଲିଥିବା ଇନ୍ଦ୍ରଧନୁ ବର୍ଣ୍ଣର ରେଖା — ୪. The rainbow-coloured line round the neck of a grown up parrot.
୫: କୌଣସି ପଦାର୍ଥର ମୁଣ୍ଡପାଖରେ ସରୁଆ ଅଂଶ — ୫. The narrow portion of a thing near the top (as of a bottle).
ଦେ. ବି —
ନୀଳକଣ୍ଠର ଡାକନାମ — Name for calling Nīakaṇṭha.