ବଣ୍ଟନ
ଦେଖଣା
ବଣ୍ଟନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବଣ୍ଟ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ବାଣ୍ଟିବା; ଭିନ୍ନ ଭିନ୍ନ ଭାଗରେ ବିଭକ୍ତ କରିବା; ଅଂଶୀକରଣ- ୧. Partition; ddivision; apportionment.
- ୨. ଭିନ୍ନ ଭିନ୍ନ ଅଂଶକୁ ଭିନ୍ନ ଭିନ୍ନ ବ୍ୟକ୍ତିକୁ ଦେବା —୨. Distribution.
- ୩. ବାଟିବା; ପେଷଣ —୩. Bruising; pounding with pestle and mortar.