ପାଣ୍ଠି
Appearance
ପାଣ୍ଠି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୂଳଧନ; ବେପାର ବଣିଜ୍ୟର ମୂଳଧନ; ପୁଞ୍ଜି — ୧. The capital of business.
- ୨. ଗଚ୍ଛିତ ଧନ; ସଞ୍ଚିତ ଧନ — ୨. Stock; hoard.
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପାଇଣ୍ଟ୍)
[ସମ୍ପାଦନା]ପାଇଣ୍ଟ୍; ପ୍ରାୟ ଏକ— ପାଆ ପରିମିତ (ବ୍ରାଣ୍ଡି; କେରୋସିନି ତେଲଆଦି) — Pint (measure of liquid).