ଦମ୍ପତି

ଉଇକିଅଭିଧାନ‌ରୁ

ଦମ୍ପତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଜାୟା+ପତି; ଦ୍ୱନ୍ଦ୍ୱ ସମାସ; ନିପାତନସିଦ୍ଧି; ଅନ୍ୟରୂପ ଜମ୍ପତି ଓ ଜାୟାପତି)[ସମ୍ପାଦନା]

୧. ପତି ପତ୍ନୀ; ଜାୟାପତି; ବିବାହିୟ ସ୍ୱାମୀସ୍ତ୍ରୀ; ସ୍ତ୍ରୀ ଓ ପୁରୁଷ — ୧. A married couple; husband and wife.
୨. ଜୀବଙ୍କର ଏକ ଯୋଡ଼; ଅଣ୍ଡିରା ମାଈ ହୁହେଁ — ୨. A couple of animals; one make and its companion female animal.

ଦେଶଜ - ବିଶେଷଣ -[ସମ୍ପାଦନା]

ସ୍ୱାମୀସ୍ତ୍ରୀ ଭାବରେ ମିଳିତ — Associated as husband and wife.

ଦିଅନ୍ତି ପତି ସ୍ୱର୍ଗ ସମ୍ପତ୍ତି ହୋଇ ଦମ୍ପତ୍ତି ମୋରେ ଉପେନ୍ଦ୍ର ଭଞ୍ଜ. ପ୍ରେମସୁଧାନିଧି

[ଦ୍ରଷ୍ଟବ୍ୟ —ସଂସ୍କୃତରେ ଏ ଶବ୍ଦର ଦ୍ୱିବଚନାନ୍ତରୂପ ଦମ୍ପତୀ ବ୍ୟବହୃତ]