ଗବୟ
ଦେଖଣା
ଗବୟ
ଉଚ୍ଚାରଣ
[ସମ୍ପାଦନା](ଗବୟୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ଗୋ=ଗୋରୁ+ଅୟ ଧାତୁ=ଗମନ କରିବା+ କର୍ତ୍ତୃ. ଅ)
[ସମ୍ପାଦନା]- ୧. ଅରଣା ମଇଁଷି; ଗୟଳ — ୧. Bison; the Gayal; a wild animal like the ox; Bos Frontalis.
[ଦ୍ରଷ୍ଟବ୍ୟ —ଏମାନେ ବନ୍ୟଜନ୍ତୁ ଓ ଗଳକମ୍ୱଳଶୂନ୍ୟ ଗୋରୁ ପରି ଦେଖା ଯାଆନ୍ତି ଏମାନଙ୍କ ଶିଙ୍ଘ ଗୋରୁଶିଙ୍ଘ ଅପେକ୍ଷା ମୋଟା] ଦେଖା ଯାଆନ୍ତି ଏମାନଙ୍କୁ ଶିଘଂ ଗୋରୁଶିଘଂ ଅପେକ୍ଷା ମୋଟା
ଓ ସୂଶ୍ରୀ ଏମାନେ ପଲପଲ ହୋଇ ଅରଣ୍ୟରେ ରହନ୍ତି ଏମାନେ ତୃଣାଶୀ; ଏମାନେ ପୋଷ ମାନନ୍ତି ନାହିଁ; ମଇଁଷିମାନଙ୍କର ଶିଙ୍ଗ ଚେପଟା କିନ୍ତୁ ଗବୟମାନଙ୍କ ଶିଙ୍ଘ ଗୋଲ]
- ୨. ରାମାୟଣବର୍ଣ୍ଣିତ ମର୍କଟ ଯୁଥପତିବିଶେଷ — ୨. Name of a monkey-general.
ବିକ୍ରମ ସେପରି ଆସେ ଗବୟ ଆସନ୍ତେ ଭଞ୍ଜ. ବୈଦେହୀଶବିଳାସ