ପଞ୍ଚାଇବା
ଦେଖଣା
ପଞ୍ଚାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପଅଞ୍ଚା(ଞ୍ଚେ)ଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ପଞ୍ଚିବାର ଣିଜନ୍ତରୂପ) ଦୋଳିରେ ବସାଇ ହଲାଇବା — ୧. To rock as in a cradle.
- ୨. ଜାଲବୁଣା ସୂତାକୁ ବଳିବା — ୨. To prepare threads for nets by rolling.
- ୩. ଜାଲବୁଣା ସୂତାକୁ ବଳିବା ପାଇଁ ତାକୁଡ଼ିକୁ ଘୁରାଇବା — ୩. To roll a spindle in order to prepare threads for nets.
- ୪. ପାଞ୍ଚିବାର ଣିଜନ୍ତରୂପ — ୪. To cause to think or infer.