କମ୍ପଇ
ଦେଖଣା
କମ୍ପଇ —
ଉଚ୍ଚାରଣ: Kampai
ପ୍ରାଦେ. (ବସ୍ତର) ବି. (ସଂ. କର୍ମ) —
ଉପାର୍ଜନ; ଅର୍ଜନ — Earning.
ଦେ. କ୍ରି. (କମ୍ପିବା କ୍ରିୟାର ବର୍ତ୍ତମାନ କାଳ ତୃତୀୟ ପୁରୁଷ ଏକବଚନ) —
କମ୍ପିତ ହୁଏ —Trembles.
କମ୍ପଇ —
ଉଚ୍ଚାରଣ: Kampai
ପ୍ରାଦେ. (ବସ୍ତର) ବି. (ସଂ. କର୍ମ) —
ଉପାର୍ଜନ; ଅର୍ଜନ — Earning.
ଦେ. କ୍ରି. (କମ୍ପିବା କ୍ରିୟାର ବର୍ତ୍ତମାନ କାଳ ତୃତୀୟ ପୁରୁଷ ଏକବଚନ) —
କମ୍ପିତ ହୁଏ —Trembles.