Jump to content

କନୀୟାନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନୀୟାନ୍
ଉଚ୍ଚାରଣ: Kanīyān
(କନୀୟସୀ—ସ୍ତ୍ରୀ)

ସଂ. ବିଣ. ପୁଂ—(ୟୁବନ୍; ଅଳ୍ପ+ଅତ୍ୟନ୍ତାର୍ଥେ. ଈୟସ୍. ନିପାତନ; ୟୁବନ୍ ବା ଅଳ୍ପ ସ୍ଥାନରେ କନ ଆଦେଶ) —

୧: କନିଷ୍ଠ (ଭ୍ରାତା) — ୧. Younger (brother)

୨: ସର୍ବ କନିଷ୍ଠ —୨. Youngest.

୩: ୟୁବତର —୩. Younger in age.

୪: କ୍ଷୁଦ୍ରତର —୪. Smaller.

୫: ଅତି କ୍ଷୁଦ୍ର; କ୍ଷୁଦ୍ରତନ —୫. Smallest.

୬: ଅତି ଅଳ୍ପ —୬. Least.