ବୈବର୍ଣ୍ଣ୍ୟ

ଉଇକିଅଭିଧାନ‌ରୁ

ବୈବର୍ଣ୍ଣ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିବର୍ଣ୍ଣ+ଯ)[ସମ୍ପାଦନା]

୧. ବିବର୍ଣ୍ଣତା —୧. Discoloration; change of colour.
୨. ମ୍ଳାନତା; ମାଳିନ୍ୟ —୨. Paleness; blush.
୩. ଅସୌନ୍ଦର୍ଯ୍ୟ — ୩. Want of loveliness, grace or beauty.
୪. ଉତ୍କଣ୍ଠିତ ପ୍ରେମିକ ପ୍ରେମିକାଙ୍କଠାରେ ପରିଲକ୍ଷିତ ଅଷ୍ଟଦଶା ମଧ୍ୟରୁ ଏକତମ —୪. One of the eight stages through which unsatiated lovers pass.